ଓଡିଶା

odisha

ETV Bharat / city

ରାଉରକେଲାରୁ ପିଏଲଏଫଆଇ ସଦସ୍ୟ ଗରିଫ - ପିଏଲଏଫଆଇ ସଦସ୍ୟ

ଇସ୍ପାତ ନଗରୀରେ ଜଣେ ପିଏଲଏଫଆଇ ସଦସ୍ୟ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଛି। ସେ ରାଉରକେଲା କ’ଣ ପାଇଁ ଆସିଥିଲା ସେନେଇ ଚାଲିଛି ପଚରାଉଚରା ।

ପ୍ରତିକାତ୍ମକ ଫଟୋ

By

Published : Sep 10, 2019, 10:26 PM IST

ରାଉରକେଲା: ଇସ୍ପାତ ନଗରୀରୁ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆର (ପିଏଲଏଫଆଇ) ଜମେ ସଦସ୍ୟ ଗିରଫ କରାଯିବା ସହ ତା ପାଖରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ସେ ଏଠାକୁ କଣ ପାଇଁ ଆସିଥିଲା ସେନେଇ ପଚରାଉଚରା ଚାଲିଛି ।

ଗିରଫ ପରେ ଝାଡଖଣ୍ଡ-ଓଡିଶାରେ ସକ୍ରିୟ ଥିବା ପିଏଲଏଫଆଇ ଗ୍ୟାଙ୍ଗର କେତେ ସଦସ୍ୟ ରାଉରକେଲାରେ ରହୁଛନ୍ତି ସେନେଇ ଅଧିକ ଖୋଳତାଡ କରୁଛି ପୋଲିସ । ଏନେଇ ପୋଲିସ କିଛି କହୁନଥିବାବେଳେ ପଚରାଉଚରା ପରେ ସବୁ କିଛି ସ୍ପଷ୍ଟ ହେବ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details