ରାଉରକେଲା : କେନ୍ଦ୍ର ସରକାର ଦ୍ବାରା ବିଭିନ୍ନ ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ । ଏନେଇ ସିଟୁ, ଆଇଏନଟିୟୁସି, ଆରଏମସି, ଏଆଇଟିୟୁସି ସହିତ ବିଭିନ୍ନ ଟ୍ରେଡ ୟୁନିୟନ ବିରୋଧ କରିଛନ୍ତି । ସେଲ, କୋଲ, ରେଳ ସହିତ ବିଭିନ୍ନ କ୍ଷେତ୍ରକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ବିଶ୍ରା ଛକରେ ପ୍ରତିବାଦ ସଭା କରାଯାଇଥିଲା ।
ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ, ବିଭିନ୍ନ ଶ୍ରମିକ ସଂଗଠନ ଜଣାଇଲେ ପ୍ରତିବାଦ
ରାଷ୍ଟ୍ରାୟତଃ ଉଦ୍ୟୋଗର ଘରୋଇକରଣକୁ ବିରୋଧ । ପ୍ରତିବାଦରେ ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ କେନ୍ଦ୍ର ବିରୋଧରେ ଦେଲେ ସ୍ଲୋଗାନ । ଅଧିକ ପଢନ୍ତୁ....
ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ବିରୋଧ, ବିଭିନ୍ନ ଶ୍ରମିକ ସଂଗଠନ ଜଣାଇଲେ ପ୍ରତିବାଦ
ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ବ୍ୟାନର ଧରି କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ମୋଦି ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲେ । ତେବେ, ଏହି ବିରୋଧ ପ୍ରଦର୍ଶନ ଆଗକୁ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ