ରାଉରକେଲା: କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନ ସାଇଁକୁଳ ପେଟ୍ରୋଲ ପମ୍ପ ଛକ ନିକଟରେ ମିନି ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ ଖଲଣା ଗାଁର ଦଶରଥ ରାଉତ।
ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ - ଦୁର୍ଘଟଣାରେ ସାଇକେଲ ଆରୋହି ମୃତ
ରାଉରକେଲା ୨୦ ନଂ ଜାତୀୟ ରାଜପଥ ସାଇଁକୁଳ ପେଟ୍ରୋଲ ପମ୍ପ ଛକ ନିକଟରେ ମିନି ଟ୍ରକ ଧକ୍କାରେ ଜଣେ ବୃଦ୍ଧି ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ସାଇକେଲ ଆରୋହି ମୃତ
ଦୁର୍ଘଟଣାରେ ସାଇକେଲ ଆରୋହି ମୃତ
ଦଶରଥ ଆଜି (ସୋମବାର)ବଜାରରୁ କାମସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ମିନିଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ରାମଚନ୍ଦ୍ରପୁର ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ