ଓଡିଶା

odisha

ETV Bharat / city

ଡାହାଣୀ ସନ୍ଦେହରେ ମା ଓ ଝିଅକୁ ହତ୍ୟା ଘଟଣାରେ 6ଗିରଫ - murder case of bonai

ବଣାଇଁରେ ମା ଓ ଝିଅକୁ ହତ୍ୟା ଘଟଣାରେ ପୋଲିସ 6ଜଣଙ୍କୁ ଗିରଫ କରିଛି । ଏମାନେ ଡାହାଣୀ ସନ୍ଦେହରେ ଗାଙ୍ଗି କେରକେଟା ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 14, 2019, 5:14 PM IST

ରାଉରକେଲା: ଡାହାଣୀ ସନ୍ଦେହରେ ମା ଓ ଝିଅକୁ ହତ୍ୟା ଘଟଣାରେ ବଣାଇଁ ପୋଲିସକୁ ସଫଳତା । ହତ୍ୟା ଘଟଣାରେ ପୋଲିସ 6ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗିରଫ ଅଭିଯୁକ୍ତ ମାନେ ହେଲେ ସୁନୀଲ ଏକ୍କା, ଅନିଲ ଏକ୍କା,ଏତବା ଏକ୍କା, ଭାଦ୍ର କେରକେଟ ଓ ମଙ୍ଗରା ଟପ୍ପୋ । ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ଏମାନେ ଡାହାଣୀ ସନ୍ଦେହରେ ଗାଙ୍ଗୀ କେରକେଟା ଓ ତାଙ୍କ 5 ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details