ରାଉରକେଲା: ସେକ୍ଟର-7 ଥାନା ଅଞ୍ଚଳ ନାବାଳିକା ଗଣ ଦୁଷ୍କର୍ମ ମାମଲା । 3 ଜଣ ଅଟକ । ପଚରାଉଚରା ଜାରି ରଖିଛି ପୋଲିସ ।
ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲା, 3 ଅଟକ - rourkela minor rape case
ସେକ୍ଟର-7 ଥାନା ଅଞ୍ଚଳ ନାବାଳିକା ଗଣଦୁଷ୍କର୍ମ ମାମଲା । 3 ଜଣ ଅଟକ । ଜାରି ରହିଛି ତଦନ୍ତ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସୂଚନା ଅନୁଯାୟୀ, ଗତ 22 ତାରିଖରେ ନାବାଳିକାଟି ଭଞ୍ଜଭବନରୁ ମେଳା ଦେଖି ଫେରୁଥିବା ସମୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲା । ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ