ଓଡିଶା

odisha

ETV Bharat / city

ସୁନା ବ୍ୟବସାୟୀଙ୍କୁ ଛୁରା ମାଡ

ମଙ୍ଗଳବାର ବିଳମ୍ବିତ ରାତିରେ ସେକ୍ଟର 5 ସ୍ଥିତ ପ୍ରସାଦ ପ୍ଲାଜାର ମାଲିକ ବିନାୟକ ପ୍ରସାଦଙ୍କୁ ଛୁରମାଡ । ଅଧିକ ପଢନ୍ତୁ...

By

Published : Nov 20, 2019, 4:19 AM IST

Updated : Nov 20, 2019, 10:05 AM IST

ପ୍ରସାଦ ପ୍ଲାଜ଼ାର ମାଲିକଙ୍କୁ ଛୁରା ମାଡ

ରାଉରକେଲା: ସେକ୍ଟର 5 ସ୍ଥିତ ପ୍ରସାଦ ପ୍ଲାଜାର ମାଲିକ ବିନାୟକ ପ୍ରସାଦଙ୍କୁ ଛୁରମାଡ । ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।

ପ୍ରସାଦ ପ୍ଲାଜ଼ାର ମାଲିକଙ୍କୁ ଛୁରା ମାଡ

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଫେରିବା ସମୟରେ ରାଉରକେଲା ଟ୍ରାଫିକ ଗେଟ୍ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରଣରେ ତାଙ୍କ ପେଟରେ ଆଘାତ ଲାଗିଛି ।

ତେବେ ବିନାୟକ ପ୍ରସାଦ ଛେଣ୍ଡ ଅଞ୍ଚଳରେ ରୁହନ୍ତି ା। ମାସେ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ କିଏ ଓ କାହିଁକି ଆକ୍ରମଣ କରିଛି ଏନେଇ ତଦନ୍ତ ଚଳାଇଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Nov 20, 2019, 10:05 AM IST

ABOUT THE AUTHOR

...view details