ଓଡିଶା

odisha

ETV Bharat / city

ରାଉରକେଲାରେ ଫାଟିଲା ଗ୍ୟାସ ସିଲିଣ୍ଡର, 2 ଆହତ - gas cylinder blast in rourkela

ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଆହତ । ଡାକ୍ତରଖାନାରେ ଭର୍ତ୍ତି । ସେଲୁନରେ ରୋଷେଇ କରୁଥିବା ସମୟରେ ଏପରି ଅଘଟଣ ହୋଇଥିବା ସୂଚନା ।

ଡିଜାଇନ ଫଟୋ

By

Published : Nov 18, 2019, 5:33 PM IST

ରାଉରକେଲା: ପାନପୋଷରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଆହତ । ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର । ସେଲୁନ ମାଲିକ ଚନ୍ଦନ ଠାକୁର ଓ ନିକଟରେ ଥିବା ସୋଫା ଦୋକାନୀ ଗୋବିନ୍ଦ ଗୁରୁତର ଆହତ ।

ରାଉରକେଲାରେ ଫାଟିଲା ଗ୍ୟାସ ସିଲିଣ୍ଡର, 2 ଆହତ

ଚନ୍ଦନଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ଗୁରୁତର ଆହତ ଗୋବିନ୍ଦଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ସେଲୁନରେ ଚନ୍ଦନ ଖାଦ୍ୟପ୍ରସ୍ତୁତ କରୁଥିବା ସମୟରେ ଏପରି ଅଘଟଣ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details