ରାଉରକେଲା: ବିଶ୍ରା ଅଞ୍ଚଳରୁ 2 କୋରୋନା ପଜିଟିଭ ଚିହ୍ନଟ ପରେ ବିଶ୍ରା ଓ ଏହାର ଆଖପାଖର 10ଟି ଗାଁକୁ ସିଲ କରି ଦିଆଯାଇଥିଲା । 48 ଘଣ୍ଟା ଲେଖାଁଏ ଦୁଇଥର କଣ୍ଟେନମେଣ୍ଟ ଜୋନ ସିଲ ହେବା ପରେ ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲାପାଳ ପୁଣି ଏହି କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟାକୁ ବୃଦ୍ଧି କରିଥିବା ଜଣାପଡିଛି ।
ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟା ବୃଦ୍ଧି କଲେ ଜିଲ୍ଲାପାଳ - ବିସ୍ରାରେ ପୁଣି କୋଣ୍ଟୋନମେଣ୍
ବିଶ୍ରାରେ 2 କୋରୋନା ପଜିଟିଭ ଚିହ୍ନଟ ହେବା ପରେ 48 ଘଣ୍ଟା ଲେଖାଁଏ ଦୁଇଥର କଣ୍ଟେନମେଣ୍ଟରେ ସିଲ ହେବା ପରେ ଜିଲ୍ଲାପାଳ ପୁଣି ଏହି କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଅଧକ ପଢନ୍ତୁ...
![ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟା ବୃଦ୍ଧି କଲେ ଜିଲ୍ଲାପାଳ district administration extended](https://etvbharatimages.akamaized.net/etvbharat/prod-images/768-512-6814046-thumbnail-3x2-rou.jpg)
ବିସ୍ରାରେ ପୁଣି କୋଣ୍ଟୋନମେଣ୍ଟ
ସୁନ୍ଦରଗଡ଼ ଜିଲ୍ଲାରେ 2ଟି ପଜିଟିଭ ବାହାରିବା ପରେ ଲୋକେ ଆତଙ୍କିତ ଥିଲେ । ଦୁଇ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ଠିକ ହୋଇଯାଇଥିବା କୁହାଯାଉଛି। ଏହି ଅଞ୍ଚଳରେ ସ୍କ୍ରିନିଂ ତଥା ସାନିଟାଇଜିଂ କାର୍ଯ୍ୟକ୍ରମ ଜାରି ରହିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ