ଓଡିଶା

odisha

ETV Bharat / city

ଜଙ୍ଗଲୀ ବାରହା ଆକ୍ରମଣରେ ଦମ୍ପତି ଆହତ

ଦମ୍ପତିଙ୍କୁ ଆକ୍ରମଣ କଲା ଜଙ୍ଗଲୀ ବାରହା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

By

Published : Apr 6, 2020, 6:39 PM IST

couple injured by  wild pig attack
ବାରହା ଆକ୍ରମଣ

ରାଉରକେଲା: ରାଉରକେଲାରେ ଦମ୍ପତିଙ୍କୁ ଆକ୍ରମଣ କଲା ଜଙ୍ଗଲି ବାରହା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁସାରେ, ଅଗପିତ ଡାଙ୍ଗ ତଥା ତାଙ୍କସ୍ତ୍ରୀ ନିମନ୍ତି ଡାଙ୍ଗ ଜଙ୍ଗଲକୁ ମହୁଲ ଆଣି ଯାଇଥିବା ବେଳେ ଘଟିଥିଲା ଏହି ଘଟଣା ।

ବାରହା ଆକ୍ରମଣ

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ବନ ବିଭାଗ ସେମାନଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରିଛି । ଏମାନେ କୁଆରମୁଣ୍ଡାର ଲଦଶରା ଗାଁର ତଥା ମହୁଲି ବଢିବ ପାଇଁ ଚଦ୍ରୀ ନିକଟରେ ଯାଇ ଥିଲେ। ସେହି ସମୟରେ ଖୁଖୁଡୁବହଳ ପଟୁ ଆସି ଜଙ୍ଗଲୀ ବାରହା ଆସି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ।

ଖବର ପାଇ ରେଞ୍ଜ ଅଧିକାରୀ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ବର୍ତ୍ତମାନ ଦୁଇ ଜଣଙ୍କ ଅବସ୍ଥା ଭଲ ରହିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details