ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଆସି ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓମବାଡସି ଏବଂ ରାଜ୍ୟ ପାଣ୍ଠିରେ ହେବାକୁ ଥିବା ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ ।
ସୁନ୍ଦରଗଡରେ ବହୁ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ - ରାଜ୍ୟ ପାଣ୍ଠିର ଶିଳାନ୍ୟାସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଆସି ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓମବାଡସି ଏବଂ ଲାଜ୍ୟ ପାଣ୍ଠିରେ ହେବାକୁ ଥିବା ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ
ଏହି ଅବସରରେ ସୁନ୍ଦରଗଡ ଖେଳ ପଡିଆ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ 23 ଟି ଆମ୍ବୁଲାନ୍ସ ଏବଂ 7 ଟି କ୍ରିଟିକାଲ କେୟାର ଆମ୍ୁଲାନ୍ସ ସହିତ ଇବ ନୀର ଭୋଜପୁରଠାରେ ପୋଲ, ଇବ ନଦୀ କୂଳେ କୂଳେ ରିଂରୋଡ, 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସହିତ 142ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ