ଓଡିଶା

odisha

ETV Bharat / city

ରେଳ ବିଭାଗର ଘରୋଇକରଣକୁ CITUର ଜୋରୋଦାର ବିରୋଧ - ରେଳ ବିଭାଗର ଘରୋଇକରଣ

ରାଉରକେଲାରେ ରେଳ ବିଭାଗର ଘରୋଇକରଣକୁ CITU ପକ୍ଷରୁ ଜୋରୋଦାର ପ୍ରତିବାଦ କରାଯାଇଛି । ମହାମାରୀ କୋରନା ସମୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ବିରୋଧ କରିଛି ।ଅଧିକ ପଢନ୍ତୁ...

ରେଳ ବିଭାଗର ଘରୋଇକରଣକୁ CITU ପକ୍ଷରୁ ଜୋରୋଦାର ବିରୋଧ
ରେଳ ବିଭାଗର ଘରୋଇକରଣକୁ CITU ପକ୍ଷରୁ ଜୋରୋଦାର ବିରୋଧ

By

Published : Jul 17, 2020, 4:52 PM IST

ରାଉରକେଲା: କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଘରୋଇକରଣକୁ ବିରୋଧ । ରାଉରକେଲାରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ (CITU) ପକ୍ଷରୁ ନେତା ମାନେ ଜୋରଦାର ପ୍ରତିବାଦ କରିଛନ୍ତି ।

ରେଳ ବିଭାଗର ଘରୋଇକରଣକୁ CITU ପକ୍ଷରୁ ଜୋରୋଦାର ବିରୋଧ

ରାଉରକେଲାରେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ରେଳ ଷ୍ଟେସନରେ ପ୍ରତିବାଦ ସଭା କରା ଯାଇଥିଲା । ରାଉରକେଲାର ବିମାଲଗଡ ଷ୍ଟେସନରେ ବିଧାୟକ ଲାକ୍ସମାନ ମୁଣ୍ଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲେ । ରେଳ ଷ୍ଟେସନ ସମ୍ମୁଖରେ CITU କର୍ମକର୍ତା ମନେ ବହୁତ ସମୟ ପ୍ରତିବାଦ କରିଛନ୍ତି । ମହାମାରୀ କୋରୋନାରେ ଦେଶର ଅବସ୍ଥା ଖରାପ ଥିବା ବେଳେ ସରକାର ଘରୋଇକରଣ କରୁଛିନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ସ୍ତରରେ ପ୍ରତିବାଦ କରା ଯିବ ବୋଲି CITU ନେତା ମାନେ ଚେତାବନୀ ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details