ରାଉରକେଲା: ସେଫ୍ଟି ଟାଙ୍କିରୁ ମିଳିଲା ନିଖୋଜ ନାବାଳକର ମୃତଦେହ । ରବିବାର ପାନପୋଷ ବସ୍ତିର ଅନିଷ ସାହୁ ନାମକ ନାବାଳକର ମୃତଦେହ ଘର ପାଖ ସେଫ୍ଟଟଟାଙ୍କିରୁ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ରବିବାର ସକାଳୁ ଅନିଷ ନିଖୋଜ ଥିଲା । ବହୁ ଖୋଜା ଖୋଜି ପରେ ସେ ଘରକୁ ଫେରି ନଥିଲା । ପରେ ଅନିଷକୁ ତାଙ୍କ ଘର ନିକଟରେ ନିର୍ମାଣ ହେଉଥିବା ଏକ ସେଫ୍ଟି ଟାଙ୍କିରୁ ଉଦ୍ଧାର କରାଯାଇଥିଲା ।