ସୁନ୍ଦରଗଡ:ପରୀ ପାଇଁ ଜଳୁଛି ସାରା ରାଜ୍ୟରେ ବିକ୍ଷୋଭର ନିଆଁ । ପରୀକୁ ନ୍ୟାୟ ଓ ରାଜ୍ୟର 5 ହଜାରରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଦାବିରେ ବିଜେପି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ନାରୀ କଲ୍ୟାଣ କେନ୍ଦ୍ରରୁ ବାହାରି ସାରା ସୁନ୍ଦରଗଡ ସହର ପରିକ୍ରମା କରିଥିଲା ।
ସୁନ୍ଦରଗଡରେ ବିଜେପିର ପଦଯାତ୍ରା
ପରୀକୁ ନ୍ୟାୟ ଓ ରାଜ୍ୟର 5 ହଜାରରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଦାବି । ସୁନ୍ଦରଗଡରେ ବିଜେପି ପକ୍ଷରୁ ପଦଯାତ୍ରା । ଅଧିକ ପଢନ୍ତୁ...
ସୁନ୍ଦରଗଡରେ ବିଜେପିର ପଦଯାତ୍ରା
ସଦର ବିଧାୟିକା ଏହି ପଦଯାତ୍ରାର ମଙ୍ଗ ଧରିଥିବାବେଳେ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ । ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲା ଦଳ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ