ଓଡିଶା

odisha

By

Published : Aug 27, 2020, 12:57 PM IST

ETV Bharat / city

ଆମ୍ବୁଲାନ୍ସ ଉପରେ ଗଛ ପଡି ଡ୍ରାଇଭର ଗୁରୁତର

ଇସ୍ପାତ ସହରରେ ପ୍ରବଳ ବର୍ଷା ଫଳରେ ଗୁରୁବାର ସକାଳେ ଏକ ବଡ଼ ଗଛ ଉପୁଡି ପଡି ଆମ୍ବୁଲାନ୍ସ ଉପରେ ପଡିଯାଇଛି । ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ଗୁରୁତର ହୋଇଛନ୍ତି ।

ଗଛ ଉପୁଡି ପଡିଲା ଆମ୍ବୁଲାନ୍ସ ଉପରେ, ଡ୍ରାଇଭର ଗୁରୁତର
ଗଛ ଉପୁଡି ପଡିଲା ଆମ୍ବୁଲାନ୍ସ ଉପରେ, ଡ୍ରାଇଭର ଗୁରୁତର

ରାଉରକେଲା: ଇସ୍ପାତ ସହରରେ ପ୍ରବଳ ବର୍ଷା ଫଳରେ ଗୁରୁବାର ସକାଳେ ଏକ ବଡ଼ ଗଛ ଉପୁଡି ପଡି ଆମ୍ବୁଲାନ୍ସ ଉପରେ ପଡିଯାଇଛି । ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ଗୁରୁତର ହୋଇଛନ୍ତି ।

ଗୁରୁତର ଡ୍ରାଇଭରଙ୍କୁ ଚିକିତ୍ସା ଆଇଜିଏଚରେ ଭର୍ତ୍ତି କରାଯାଇଛି । ସୂଚନାଥାଉକି, ରାଉରକେଲା ରିଙ୍ଗରୋଡ଼ର କୋଣାର୍କ ସିନେମା ହଲ ପାଖରେ ଏହି ଅଘଟଣ ଘଟିଛି । ସକାଳ 8 ଟାରେ ଆମ୍ବଲାନ୍ସ ଟି ଯାଉଥିବା ବେଳେ ଗଛଟି ପଡିଯାଇଥିଲା । ସୌଭାଗ୍ୟବଶତଃ ଆମ୍ବୁଲାନ୍ସ ରେ କେହି ରୋଗୀ ନଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details