ଓଡିଶା

odisha

ETV Bharat / city

ଶୋଇଥିବା ବେଳେ ଖସି ପଡିଲା ଧାନ ବସ୍ତା, ମା, ଝିଅ ମୃତ ଓ ବାପା ଗୁରୁତର - ଧାନ ବସ୍ତା ଖସି ମା, ଝିଅ ମୃତ ଓ ବାପା ଗୁରୁତର

ଧାନ ବସ୍ତା ପଡ଼ି ମା ଝିଅ ମୃତ ଓ ବାପା ଗୁରୁତର। ରାତିରେ ଶୋଇଥିବା ସମୟରେ ଧାନ ବସ୍ତା ପଡ଼ି ଏପରି ଅଘଟଣ ଘଟିଛି।

sack-of-rice dropped
ଶୋଇଥିବା ବେଳେ ଖସି ପଡିଲା ଧାନ ବସ୍ତା, ମା, ଝିଅ ମୃତ ଓ ବାପା ଗୁରୁତର

By

Published : May 8, 2020, 9:53 AM IST

ବ୍ରହ୍ମଗିରି: ଧାନ ବସ୍ତା ପଡ଼ି ମା, ଝିଅ ମୃତ ଓ ବାପା ଗୁରୁତର। ରାତିରେ ଶୋଇଥିବା ସମୟରେ ଧାନ ବସ୍ତା ପଡ଼ି ଏପରି ଅଘଟଣ ଘଟିଛି। ତେବେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଆ ନିକଟ ହୁବାସାହି ଗ୍ରାମରେ ଶୁକ୍ରବାର ଭୋର 4ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।

ଶୋଇଥିବା ବେଳେ ଖସି ପଡିଲା ଧାନ ବସ୍ତା, ମା, ଝିଅ ମୃତ ଓ ବାପା ଗୁରୁତର

ସୂଚନା ଥାଉକି, ରାତିରେ ଶୋଇଥିବା ବେଳେ ଲାଟ ମରା ହୋଇଥିବା ଧାନ ବସ୍ତା ଗୁଡିକ ଖସି ପଡିଥିଲା। ଏଥିରେ ପୂର୍ଣ୍ଣ ଚନ୍ଦ୍ର ଭୋଇ ଗୁରୁତର ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ସସ୍ମିତା ଭୋଇ ଓ ଝିଅ ସ୍ୱର୍ଣ୍ଣଲତାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details