ଓଡିଶା

odisha

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ

By

Published : Apr 16, 2022, 11:34 AM IST

Updated : Apr 16, 2022, 12:17 PM IST

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ । ସେଥି ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ । ଅଧିକ ପଢନ୍ତୁ

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ
ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ । ସେଥି ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଏବେ ନିଖୋଜ ଥିବା ପର୍ଯ୍ୟଟକଙ୍କୁ ଖୋଜୁଛନ୍ତି ପୁରୀ ବିଚରେ ଉଦ୍ଧାରକାରୀ ଦଳ ।

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ 3 ପର୍ଯ୍ୟଟକ

ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ନିଶାନ୍ତ ଗୋୟଲ ଓ ହିମାଂଶୁ କୁମାର । ଏହି ଦୁଇ ପର୍ଯ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡର ଦୁଲତିନଗାଁଞ୍ଜା ଅଞ୍ଚଳର । ଉଚ୍ଚ ଜୁଆର ଯୋଗୁ ପର୍ଯ୍ୟଟକ ମାନେ ସମୁଦ୍ର ଗାଧୋଇବା ବେଳେ ପାଣି ଭିତରକୁ ଚାଲି ଯାଇଥିଲେ । ତେବେ ବିଚରେ ଥିବା ଲାଇଫ ଗାର୍ଡ ମାନେ ଉଧାର କରିଥିଲେ । ତେବେ ନିଖୋଜ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ବାଲେଶ୍ଵରର ବଂଶୀଧର ବେହେରା । ତାଙ୍କୁ ଖୋଜା ଖୋଜି ଜାରି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 16, 2022, 12:17 PM IST

ABOUT THE AUTHOR

...view details