ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ହଟିଲା ଲଜ୍ - evacuation at puri

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ। ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମେତ 4 ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି।

Puri evacuation
ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ

By

Published : Dec 18, 2019, 7:37 PM IST

Updated : Dec 18, 2019, 11:42 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ଭିତରେ ଥିବା ପ୍ଲଟକୁ ଉଚ୍ଛେଦ କରାଯାଉଛି । ଆଜି ପଶ୍ଚିମଦ୍ବାର ଗଡନ୍ତି ଛକରେ ଉଚ୍ଛେଦ କରାଯିବା ସହ କାଳୀଚରଣ ଲଜ୍କୁ ଉଚ୍ଛେଦ କରାଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମେତ 4 ଜଣ ମାଜିଷ୍ଟ୍ରେଟ ଉପସ୍ଥିତି ଅଛନ୍ତି । ଗତକାଲି ଗଣ୍ଡୁଆ ଚଉରା ଛକରେ 2ଟି ପ୍ଲଟ ଉଚ୍ଛେଦ ଶେଷ ହୋଇଥିଲା। ଘରୋଇ ପ୍ଲଟ, ଲଜ ପାଇଁ ଯେଉଁମାନେ କ୍ଷତିପୂରଣ ପାଇଛନ୍ତି ତାହାକୁ ପ୍ରଶାସନ ଉଚ୍ଛେଦ କରି ନିଜ ଅଧିନକୁ ଆଣୁଛି।

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 18, 2019, 11:42 PM IST

ABOUT THE AUTHOR

...view details