ପୁରୀ: ସମୁଦ୍ର ପଥରେ ପହଁଞ୍ଚିଲେ 16 ମତ୍ସଜୀବୀ। ଡଙ୍ଗା ଯୋଗେ କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି ଏହି ୧୬ ଜଣ ମତ୍ସ୍ୟଜୀବୀ ।
ଏମାନେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମରୁ ଡଙ୍ଗାରେ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ପୁରୀ ପେଣ୍ଠକଟାର ୫, ଚନ୍ଦ୍ରଭାଗା ନୋଳିଆ ସାହିର11 ଜଣ ଅଛନ୍ତି। ତେବେ ଏକ ଡଙ୍ଗା କିଣି ରବିବାର ସେଠାରୁ ବାହାରିଥିଲେ ଏହି ମତ୍ସଜୀବୀ। ଆଉ ମଙ୍ଗଳବାର ଭୋରରେ ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଉଦ୍ଧାର କରି କ୍ଵାରେଣ୍ଟାଇନରେ ରଖିଛି।