ପୁରୀ: ବାଲୁକା କଳାରେ ସ୍ବାଧୀନତା ଦିବସର ଶୁଭେଚ୍ଛା । ରବିବାର ଦେଶ ପାଳନ କରିବ ୭୫ ତମ ସ୍ବାଧୀନତା ଦିବସ ।
ବାଲୁକା କଳାରେ ସ୍ବାଧୀନତା ଦିବସ ଶୁଭେଚ୍ଛା - Sand Art greet On I-Day In Odishas Puri
ପୁରୀ ବେଳାଭୂମିରେ ୭୫ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା । ଅଧିକ ପଢନ୍ତୁ...
ବାଲୁକା କଳାରେ ସ୍ବାଧୀନତା ଦିବସ ଶୁଭେଚ୍ଛା
ପୁରୀ ବେଳାଭୂମିରେ ୭୫ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବାଲୁକା କଳା କରିଛନ୍ତି ବଶ୍ବ ବିଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ଏନେଇ ପୁରୀ ଟ୍ବିଟ କରି ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।