ଓଡିଶା

odisha

By

Published : Jul 11, 2021, 9:57 PM IST

ETV Bharat / city

RATHA YATRA: ଜାଣନ୍ତୁ କଣ ରହିଛି ନୀତିନିର୍ଘଣ୍ଟ

ସୋମବାର ଭାଇ ଭଉଣୀକୁ ରଥରେ ନେଇ ଜନ୍ମବେଦୀକୁ ଯାତ୍ରା କରିବେ ମହାପ୍ରଭୁ । ଅପରାହ୍ନ 3ଟାରେ ଆରମ୍ଭ ହେବ ରଥଟଣା । ଅଧିକ ପଢନ୍ତୁ...

RATHA JATRA: ଜାଣନ୍ତୁ କଣ ରହିଛି ନୀତିନିର୍ଘଣ୍ଟ
RATHA JATRA: ଜାଣନ୍ତୁ କଣ ରହିଛି ନୀତିନିର୍ଘଣ୍ଟ

ପୁରୀ:ରାତି ପାହିଲେ ରଥଯାତ୍ରା । ଜନ୍ମବେଦୀକୁ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ହେଉଛନ୍ତି ତିନି ରଥ । ସୋମବାର ଭାଇ ଭଉଣୀକୁ ରଥରେ ନେଇ ମାଉସୀ ମା ଘରକୁ ଯାତ୍ରା କରିବେ ମହାପ୍ରଭୁ ।

ତେବେ ରଥଯାତ୍ରା ପାଇଁ ସମସ୍ତ ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଜାଣନ୍ତୁ କ'ଣ ରହିଛି ନୀତିନିର୍ଘଣ୍ଟ

RATHA JATRA: ଜାଣନ୍ତୁ କଣ ରହିଛି ନୀତିନିର୍ଘଣ୍ଟ

ମଙ୍ଗଳ ଆଳତିପ୍ରାତଃ 4ଟା 30 ମିନିଟ୍

ମଇଲମ ଘ. 5. 00

ତଡପ ଲାଗି ଘ. 5. 00

ରୋଷହୋମ ଘ. 5. 00

ଅବକାଶ ଘ. 5. 30

ସୂର୍ଯ୍ୟ ପୂଜା ଘ. 5. 40

ଦ୍ବାରପାଳ ପୂଜା ଘ. 6. 00

ବେଶ ଶେଷ ଘ. 6. 00

ଗୋପାଳ ବଲ୍ଲଭ ଓ ସକାଳ ଧୂପ ଘ. 6. 30 ରୁ ଘ. 7.30

ରଥ ପ୍ରତିଷ୍ଠା ଘ. 8.00

ମଙ୍ଗଳର୍ପଣ ଘ. 8.15

ପହଣ୍ଡି ଆରମ୍ଭ ଘ. 8.30

ପହଣ୍ଡି ଶେଷ ଘ. 11.30

ମଦନ ମୋହନ ବିଜେ ଘ. 12 ଟା ରୁ 12ଟା 30

ଚିତା ଲାଗି ଘ.12ଟା 30 ରୁ 1. 00

ବେଶ ଶେଷ ଘ.12ଟା 30

ଛେରାପହଁରା ଘ. 12ଟା 45 ରୁ 2. 00

ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ଘ. 2.00 ରୁ 3. 00

ରଥଟଣା ଆରମ୍ଭ ଘ. 3. 00

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details