ପୁରୀ: ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ତୁମ୍ବରେ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ । ତିନିରଥର ମୋଟ ୪୨ ଚକର ତୁମ୍ବ ନିର୍ମାଣ ଶେଷ ହୋଇଅଛି । ତୁମ୍ବରେ ସୁତା ବାଡ଼ିଆ ପରେ ଦିନଠାରୁ ତୁମ୍ବ ଗୁଡିକରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି । ଦେବଦଳନ ରଥର ଶେଷ ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଥିବାବେଳେ ଆଜି ସୁତା ବାଡ଼ିଆ ପରେ ବିନ୍ଧ କାର୍ଯ୍ୟ ହୋଇଛି ।
ରଥଯାତ୍ରା ପ୍ରସ୍ତୁତି: ତୁମ୍ବ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ - ରଥଯାତ୍ରା 2022
ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ତୁମ୍ବରେ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ । ଅଧିକ ପଢନ୍ତୁ
ରଥଯାତ୍ରା ପ୍ରସ୍ତୁତି: ତୁମ୍ବ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ
152613501ତୁମ୍ବ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ526152613501350
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭ ଭାରତ
Last Updated : May 12, 2022, 1:29 PM IST