ପୁରୀ: ଧାଡି ପହଣ୍ଡି କରି ରଥାରୂଢ ତିନି ଠାକୁର । ୩ ଘଣ୍ଟା ପୂର୍ବରୁ ଚାଲିଛି ନୀତିକାନ୍ତି । ଛେରା ପହଁରା ପାଇଁ ବଡଦାଣ୍ଡରେ ଗଜପତି ମହାରାଜା । ଜଗତଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀନଅରରୁ ରଥ ନିକଟରେ ପହଞ୍ଚିଥିଲେ ଗଜପତି । ତାମଯାନରେ ବସି ତନି ରଥରେ ପହଞ୍ଚିବା ପରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ ।
ତାମଯାନରେ ଆସି ସୁନା ଖଡ଼ିକାରେ ଛେରାପହଁରା କଲେ ଗଜପତି ମହାରାଜ - ରଥଯାତ୍ରା ୨୦୨୨ ଅପଡେଟ
ତାମଯାନରେ ବସି ତନି ରଥ ନିକଟକୁ ଆସିଛନ୍ତି ଗଜପତି ମହାରାଜ । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଛେରାପହଁରା ନୀତି । ଅଧିକ ପଢନ୍ତୁ
RATHA YATRA 2022: ତାମଯାନରେ ଗଜପତି ମହାରାଜ, କରିବେ ଛେରାପହଁରା
ପୂର୍ବାହ୍ନ ୧୧ ଘଟିକା ୩୦ ମିନିଟରେ ସୁବର୍ଣ୍ଣଚାମର ଧରି ଛେରାପହଁରା କରିଥିଲେ ଗଜପତି । ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା କରିବା ପରେ ନନ୍ଦିଘୋଷ ଓ ଦବଦଳନ ରଥରେ ଛରାପହଁରା କରିଛନ୍ତି ।
Last Updated : Jul 1, 2022, 12:00 PM IST