ପୁରୀ :ରେଲୱେ ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ । ପୁରୀର ବିଏନଆର ହୋଟେଲ ପରିସରରେ ଥିବା ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ କରିଛି ଜଗନ୍ନାଥ ସେନା । ବ୍ରିଟିଶ ଅମଳର ରେଲୱେ ଷ୍ଟିମ ଇଞ୍ଜିନକୁ ଭୁବନେଶ୍ବରରେ ଏକ ମ୍ୟୁଜିୟମରେ ରଖିବା ପାଇଁ ଆରମ୍ଭ ହୋଇଥିବା ଉଦ୍ୟମକୁ ଶ୍ରୀଜଗନ୍ନାଥ ସେନା ଦୃଢ ବିରୋଧ କରିଛି।
ପୁରୀରେ ରେଲୱେ ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ - railway steam engine
ପୁରୀର ବିଏନଆର ହୋଟେଲ ପରିସରରେ ଥିବା ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ କରିଛି ଜଗନ୍ନାଥ ସେନା । ଅଧିକ ପଢନ୍ତୁ...
ପୁରୀରେ ରେଲୱେ ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ
ପୁରୀରେ ରେଲୱେ ଷ୍ଟିମ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ
ଏହି ପୁରାତନ ଇଞ୍ଜିନକୁ ସ୍ଥାନାନ୍ତରକୁ ଆଜି ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି। ଫଳରେ ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ ରହିଛି। ପୁରୀ ଏକ ଐତିହ୍ୟ ନଗରୀ । ହଜାର ହଜାର ପର୍ଯ୍ୟଟକ ଆସି ପୁରୀ ବୁଲିବା ସହ ବିଭିନ୍ନ ସ୍ଥାନର ମଜା ନିଅନ୍ତି। ଏହି ବ୍ରିଟିଶ ଅମଳର ଷ୍ଟିମ ଇଞ୍ଜିନକୁ ମଧ୍ୟ ଦେଖି ବେଶ ଖୁସି ହୁଅନ୍ତି। ଏହାକୁ ରେଳବାଇ ଭୁବନେଶ୍ବର ସ୍ଥାନାନ୍ତର କରିବା ଉଚିତ ନୁହେଁ। ପୁରୀରେ କିଭଳି ସୁରକ୍ଷିତ ରହିବ ପ୍ରଶାସନ ବ୍ୟବସ୍ଥା କରିବା ଉଚିତ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ