ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି - puri temple

ଆଜି ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି ସଂପନ୍ନ ହେବାର ନୀତି ରହିଛି । ଏହି ରାହୁ ରେଖା ନୀତି କଣ ଆସନ୍ତୁ ଜାଣିବା ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଠାରୁ । ଅଧିକ ପଢନ୍ତୁ...

ରାହୁ ରେଖା ଲାଗି ନୀତି
ରାହୁ ରେଖା ଲାଗି ନୀତି

By

Published : Aug 8, 2020, 12:28 PM IST

ପୁରୀ: ଆଜି ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି ସଂପନ୍ନ ହେବାର ନୀତି ରହିଛି । ସ୍ନାନ ପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣ ନିର୍ମିତ ରାହୁ ରେଖା ଅଳଙ୍କାରକୁ ପୁନର୍ବାର ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହେବ। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଅପରାହ୍ଣରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି

ପବିତ୍ର ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଠାରୁ ଏହି ରାହୁରେଖା ଅଳଙ୍କାରକୁ ଓଲାଗି କରାଯାଇଥିଲା। ପରମ୍ପରା ଅନୁସାରେ ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ସମୟରେ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details