ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନର ପଶ୍ଚିମ ଦ୍ବାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି । ଦୁଇଟି ଘରୋଇ ପ୍ଲଟ ଉଚ୍ଛେଦ କରାଯାଉଛି । ପର୍ଯ୍ୟାୟ କ୍ରମେ ଅନ୍ୟ ପ୍ଲଟ ଉଚ୍ଛେଦ ହେବାର ଯୋଜନା ରହିଛି । ଶାନ୍ତି ଶୃଙ୍ଖଳା ପାଇଁ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ - ଘରୋଇ ପ୍ଲଟ ଉଚ୍ଛେଦ
ଶ୍ରୀମନ୍ଦିର ସୁରକ୍ଷା ଜୋନର ପଶ୍ଚିମ ଦ୍ବାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି । ଦୁଇଟି ଘରୋଇ ପ୍ଲଟ ଉଚ୍ଛେଦ କରାଯାଉଛି । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ
ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ପଟେ ଉଚ୍ଛେଦ ଆରମ୍ଭ
ସୁରକ୍ଷା ପାଇଁ ଦକ୍ଷିଣ ଦ୍ବାର ଠାରୁ ପଶ୍ଚିମ ଦ୍ବାର ପର୍ଯ୍ୟନ୍ତ ରାସ୍ତା ସିଲ ହୋଇଛି । ଦୀନବନ୍ଧୁ ସିଂହାର ଓ ଦାମୋଦର ସିଂହାର ଦୁଇ ଜଣ ବ୍ୟକ୍ତିଙ୍କ ପ୍ଲଟକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ମୋଟ 185 ଟି ପ୍ଲଟ ଉଚ୍ଛେଦ ହେବାର ବ୍ୟବସ୍ଥା ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ