ଓଡିଶା

odisha

ETV Bharat / city

ପିପିଇ କିଟ ପିନ୍ଧି ପୁରୀ ଜିଲ୍ଲାପାଳଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ - Puri collector visited covid Hospital

ପିପିଇ କିଟ ପିନ୍ଧି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Puri collector visited covid Hospital wearing a PPE kit
ପିପିଇ କିଟ ପିନ୍ଧି ପୁରୀ ଜିଲ୍ଲାପାଳଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

By

Published : Jun 2, 2021, 10:02 PM IST

ପୁରୀ :ପିପିଇ କିଟ ପିନ୍ଧି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସେ ଚିକିତ୍ସାଧିନ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟ ସେବା ନେଇ ଆଲୋଚନା କରିଥିଲେ ।

ପିପିଇ କିଟ ପିନ୍ଧି ପୁରୀ ଜିଲ୍ଲାପାଳଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ କୋଭିଡ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଯାଉଥିବା ରୋଗୀମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥିପାଇଁ ସେ ହସ୍ପିଟାଲର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ମଧ୍ୟ ଏଭଳି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details