ପୁରୀ: ଦେଶ ପାଳୁଛି 72 ତମ ସାଧାରଣ ଦିବସ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହାସହ ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ''ଓଡ଼ିଶା, ଆଇ ଲଭ୍ ଇଣ୍ଡିଆ" ଥିମ୍ ସହିତ ବାଲୁକା କଳା କରିଛନ୍ତି।
ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା - On the occasion of 72nd Republic Day
ଦେଶ ପାଳୁଛି 72 ତମ ସାଧାରଣ ଦିବସ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଅଧିକ ପଢନ୍ତୁ...
ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
''ଆମର ସମୃଦ୍ଧ ଗଣତାନ୍ତ୍ରିକ ମୂଲ୍ୟବୋଧ, ସାର୍ବଭୌମତ୍ବ, ବିବିଧତା ଏବଂ ଭାରତୀୟ ହେବାର ମୂଲ୍ୟବୋଧକୁ ପାଳନ କରିବାର ଏହା ଏକ ଦିନ'' ବୋଲି ସୁଦର୍ଶନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି।