ପୁରୀ: ଅରୁଣାଚଳର ଭଲୁକାମରେ ଭୂସ୍କଳନ। ଏଥିରେ ବାୟୁସେନାର ଜଣେ ଓଡ଼ିଆ ଏୟାରମ୍ୟାନଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୀ ଚନ୍ଦନପୁର ଅଞ୍ଚଳର ସମ୍ପଦ ସାବତ ।
ଭୂସ୍ଖଳନରେ ପ୍ରାଣ ହରାଇଲେ ଓଡିଆ ବାୟୁସେନା ଅଧିକାରୀ - ଭୂସ୍କଳନରେ ପ୍ରାଣ ହରାଇଲେ ଓଡିଆ ବାୟୁସେନା ଅଧିକାରୀ
ଅରୁଣାଚଳର ଭଲୁକାମରେ ଭୂସ୍ଖଳନ। ଏଥିରେ ବାୟୁସେନାର ଓଡ଼ିଆ ଏୟାରମ୍ୟାନ ସମ୍ପଦ ସାବତ ପ୍ରାଣ ହରାଇଛନ୍ତି। ସମ୍ପଦଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ଫାଇଲ ଫଟୋ
ଖବର ଅନୁଯାୟୀ, ସମ୍ପଦ ଗତକାଲି ତେଜପୁର ଏୟାରବେଶରୁ ସାଙ୍ଗ ମାନଙ୍କ ସହ ଭଲୁକମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅରୁଣାଚଳର ଭଲୁକାମରେ ଭୂସ୍ଖଳନ ହେବା ଯୋଗୁଁ ସେ ପ୍ରାଣ ହରାଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ