ଓଡିଶା

odisha

By

Published : Jul 12, 2022, 8:02 AM IST

ETV Bharat / city

ଆଜି ନୀଳାଦ୍ରି ବିଜେ , ଶ୍ରୀମନ୍ଦିରରେ ପହଞ୍ଚିଲା କନକ ମୁଣ୍ଡି ଚାନ୍ଦୁଆ

ଆଜି ନୀଳାଦ୍ରି ବିଜେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯିବ। ଅଧିକ ପଢନ୍ତୁ

ଆଜି ନୀଳାଦ୍ରି ବିଜେ , ଶ୍ରୀମନ୍ଦିରରେ ପହଞ୍ଚିଲା କନକ ମୁଣ୍ଡି ଚାନ୍ଦୁଆ
ଆଜି ନୀଳାଦ୍ରି ବିଜେ , ଶ୍ରୀମନ୍ଦିରରେ ପହଞ୍ଚିଲା କନକ ମୁଣ୍ଡି ଚାନ୍ଦୁଆ

ପୁରୀ:ଆଜି ନୀଳାଦ୍ରି ବିଜେ। ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯିବ। ପରମ୍ପରା ଅନୁଯାୟୀ ପୁରୀର ବାସେଳିସାହି ସ୍ଥିତ ବଡ଼ ଓଡ଼ିଆ ମଠ ପକ୍ଷରୁ ଦରଜୀ ସେବକଙ୍କ ଦ୍ଵାରା କନକମୁଣ୍ଡି ଚାନ୍ଦୁଆ ପ୍ରସ୍ତୁତ କରାଯାଇ ସୋମବାର ଶ୍ରୀମନ୍ଦିରକୁ ପ୍ରଦାନ କରାଯାଇଛି ।

ଆଜି ନୀଳାଦ୍ରି ବିଜେ , ଶ୍ରୀମନ୍ଦିରରେ ପହଞ୍ଚିଲା କନକ ମୁଣ୍ଡି ଚାନ୍ଦୁଆ

ମଠର ମହନ୍ତ ଅଧିକାରୀ ବଂଶୀଧର ଦାଶ ମହାରାଜାଙ୍କ ତତ୍ତ୍ଵାବଧାନରେ ଚାନ୍ଦୁଆ ପ୍ରସ୍ତୁତ ହୋଇ ପଠାଯାଇଛି। ଆଜି ରତ୍ନ ସିଂହାସନ ମାଜଣା ପରେ ଚାନ୍ଦୁଆ ବନ୍ଧାଯିବ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କରାଯିବ।

ABOUT THE AUTHOR

...view details