ପୁରୀ: କାବୁଲ ଏୟାରପୋର୍ଟ ବାହାରେ ISIS-k ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣରେ ଶତାଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ସିରିଜ ବିସ୍ଫୋରଣରେ ଆଫଗାନିସ୍ତାନ ସମେତ ସମଗ୍ର ବିଶ୍ୱବାସୀଙ୍କୁ ସ୍ତବ୍ଧ ହୋଇଛନ୍ତି । ତେବେ ଏଭଳି ଆକ୍ରମଣକୁ ସାରା ବିଶ୍ୱରେ କଡା ନିନ୍ଦା କରାଯାଇଛି ।
ବାଲୁକାକଳାରେ kabul ବିସ୍ଫୋରଣ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି - କାବୁଲ ଏୟାରପୋର୍ଟ ବିସ୍ଫୋରଣ ବାଲୁକା ଚିତ୍ରକଳା
କାବୁଲ ଏୟାରପୋର୍ଟରେ ISIS ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣରେ ଶତାଧିକ ଲୋକ ମୃତ୍ୟୁବରଣ କରିବା ସମଗ୍ର ବିଶ୍ୱ ବାସୀଙ୍କୁ ସ୍ତବ୍ଧ କରିଛି। ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅଧିକ ପଢନ୍ତୁ...

ବାଲୁକା ଚିତ୍ରକଳାରେ କାବୁଲ ଏୟାରପୋର୍ଟ ବିସ୍ଫୋରଣ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ବାଲୁକା ଚିତ୍ରକଳାରେ କାବୁଲ ଏୟାରପୋର୍ଟ ବିସ୍ଫୋରଣ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ଏହି ପ୍ରସଙ୍ଗରେ ମଧ୍ୟ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୃଥିବୀରେ ସମସ୍ତ ବ୍ୟକ୍ତି ହିଂସା ଛାଡି ଶାନ୍ତିରେ ଜିଇଁବାକୁ ସେ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ