ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ମାଆ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ମାଉସୀ ଘରକୁ ବୁଲି ଯାଇଛନ୍ତି । ଯାହାକୁ ସହ୍ୟ ନ କରିପାରି ମା ବିମଳାଙ୍କ ପରାମର୍ଶ କ୍ରମେ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ ।
ମହାବାହୁଙ୍କ ହେରାପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ - hera panchami ritual
ଆଜି ମହାପ୍ରଭୁଙ୍କ ହେରା ପଞ୍ଚମୀ । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଆସିଥିବାରୁ ରୋଷ କରିଛନ୍ତି ଅଭିମାନୀ ମାଆ ଲକ୍ଷ୍ମୀ । ଅଧିକ ପଢ଼ନ୍ତୁ...

ମହାବାହୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ
ମହାବାହୁଙ୍କ ହେରାପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jul 16, 2021, 11:07 PM IST