ପୁରୀ: କାଳବୈଶାଖୀ ବର୍ଷା । ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହୋଇଛି । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ମୂଷଳ ଧାରାରେ ବର୍ଷା ହୋଇଛି ।
କାଳବୈଶାଖୀ ଯୋଗୁଁ ପୁରୀରେ ପ୍ରବଳ ବର୍ଷା - କାଳବୈଶାଖୀ ବର୍ଷା ଖବର
ପୁରୀରେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହୋଇଛି । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ମୂଷଳ ଧାରାରେ ବର୍ଷା ହୋଇଛି । ଅଧିକ ପଢନ୍ତୁ...
heavy rain in puri
କାଳବୈଶାଖୀ ଯୋଗୁଁ ପୁରୀରେ ପ୍ରବଳ ବର୍ଷା
ହଠାତ କଳାହାଣ୍ଡିଆ ମେଘ ମାଡି ଆସିବା ସହ ପ୍ରବଳ ପବନ ବି ହୋଇଥିଲା। ତେବେ ବର୍ଷା ଯୋଗୁଁ କ୍ଷୟ କ୍ଷତି ଘଟିନାହିଁ। ତେବେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଗୁଳୁଗୁଳି ଓ ଗରମରୁ ପୁରୀବାସୀ ରକ୍ଷା ପାଇଛନ୍ତି । ତେବେ ପ୍ରବଳ ବର୍ଷା ଯୋଗୁଁ କିଛି ସମୟ ପାଇଁ ବଡ଼ ଦାଣ୍ଡରେ ଜଳସ୍ତର ବଢିବା ଯୋଗୁଁ ବଡଦାଣ୍ଡ ବୁଡି ରହିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ