ଓଡିଶା

odisha

ETV Bharat / city

ରାମଚଣ୍ଡୀରେ ବସ-କାର ମୁହାଁମୁହିଁ ଧକ୍କା, 6 ଗୁରୁତର - accident in ramachandi

କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ସ୍ଥିତ ରାମଚଣ୍ଡୀ ନିକଟରେ ସଡ଼କ ଦୁର୍ଘଟଣା । 6 ଜଣ ଗୁରୁତର ଆହତ ।

accident in ramachandi
ରାମଚଣ୍ଡୀରେ ବସ-କାର ମୁହାଁମୁହିଁ ଧକ୍କା, 6 ଗୁରୁତର

By

Published : Dec 22, 2019, 6:20 AM IST

ପୁରୀ: କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ସ୍ତିତ ରାମଚଣ୍ଡୀ ନିକଟରେ ସଡ଼କ ଦୁର୍ଘଟଣା। ଘରୋଇ ବସ ଓ ଟ୍ରାଭେଲ୍ସ କାର୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୬ଜଣ ଗୁରୁତର ଆହତ ହୋଇଛନ୍ତି ।

ରାମଚଣ୍ଡୀରେ ବସ-କାର ମୁହାଁମୁହିଁ ଧକ୍କା, 6 ଗୁରୁତର

ଆହତମାନଙ୍କୁ କୋଣାର୍କ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଈଁ ଭର୍ତ୍ତି କରିଛନ୍ତି। ତେବେ ସମସ୍ତ ଆହତ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details