ଓଡିଶା

odisha

By

Published : Jan 28, 2020, 12:00 PM IST

ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି । ଆଜି ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଚାଲିଛି ଉଚ୍ଛେଦ । 4ଟି ଘରୋଇ ପ୍ଲଟର ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା ।

eviction continue in puri
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି । ଆଜି ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଚାଲିଛି ଉଚ୍ଛେଦ । 4ଟି ଘରୋଇ ପ୍ଲଟର ଉଚ୍ଛେଦ ହେଉଛି। ଶାନ୍ତି ଶୃଙ୍ଖଳା ପାଇଁ ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ଅଘଟଣ ଆଶଙ୍କା କରି ଅଗ୍ନିଶମ ବାହିନୀ ମଧ୍ୟ ମୁତୟନ କରାଯାଇଛି। ଗତକାଲି(ସୋମବାର) ହାବେଳୀ ମଠ ଭଙ୍ଗା ଯାଇଥିଲା। ପୁରୀରେ 180 ଟି ପ୍ଲଟ ଓ 18 ଟି ମଠ ସମେତ ମୋଟ 15 ଏକର ଜମି ଅଧିଗ୍ରହଣ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details