ପୁରୀ: ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ଜିଲ୍ଲାରେ ଜୋରଦାର ସ୍ବାଗତ କରଯାଇଛି । ପୁରୀ ବଡ ଦାଣ୍ଡର ମେଡିକାଲ ଛକରେ ଟର୍ଚ୍ଚ ରିଲେ ପହଞ୍ଚିବା ପରେ କ୍ରୀଡାବିତ ମାନେ ଏହାକୁ ସ୍ବାଗତ କରିଥିଲେ । ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ସ୍ଵାଗତ କରାଯାଇ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚି ଥିଲା ।
ଚେସ ଅଲମ୍ପିଆଡ ଟର୍ଚ୍ଚ ରିଲେକୁ ପୁରୀରେ ସ୍ୱାଗତ - ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେ
ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ଜିଲ୍ଲାରେ ଜୋରଦାର ସ୍ବାଗତ କରଯାଇଛି। ପୁରୀ ବଡ ଦାଣ୍ଡର ମେଡିକାଲ ଛକରେ ଟର୍ଚ୍ଚ ରିଲେ ପହଞ୍ଚିବା ପରେ କ୍ରୀଡାବିତ୍ ମାନେ ଏହାକୁ ସ୍ବାଗତ କରିଥିଲେ । ସେଠାରେ ଅନ୍ତର୍ଜାତୀୟ ଚେସ ଖେଳାଳୀ ପଦ୍ମିନୀ ରାଉତ ଚେସ ଅଲମ୍ପିଆଡର ଟର୍ଚ୍ଚକୁ ପୁରୀ ଅଲ ଇଣ୍ଡିଆ ଚେସ ଫେଡେରେସନର ଜଏଣ୍ଟ ସେକ୍ରେଟେରୀ ରଞ୍ଜନ ମହାନ୍ତିଙ୍କୁ ହସ୍ତାନ୍ତର କରିଥଲେ । ଅଧିକ ପଢନ୍ତୁ
ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ପୁରୀରେ ସ୍ବାଗତ
ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ପୁରୀରେ ସ୍ବାଗତ
ସେଠାରେ ଅନ୍ତର୍ଜାତୀୟ ଚେସ ଖେଳାଳୀ ପଦ୍ମିନୀ ରାଉତ ଚେସ ଅଲମ୍ପିଆଡର ଟର୍ଚ୍ଚକୁ ପୁରୀ ଅଲ ଇଣ୍ଡିଆ ଚେସ ଫେଡେରେସନର ଜଏଣ୍ଟ ସେକ୍ରେଟେରୀ ରଞ୍ଜନ ମହାନ୍ତିଙ୍କୁ ହସ୍ତାନ୍ତର କରିଥଲେ । ପରେ ଚଳିତ ବର୍ଷ ଚେସ ଅଲମ୍ପିଆଡରେ ଭାରତର ସଫଳତା ପଇଁ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରେ ଏହି ଟର୍ଚ୍ଚ ରିଲେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଏବଂ କୋଣାର୍କ ହୋଇ ପ୍ରତ୍ୟାବର୍ତ୍ତନ କରିବାରର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ପୁରୀ