ପୁରୀ: ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ଜିଲ୍ଲାରେ ଜୋରଦାର ସ୍ବାଗତ କରଯାଇଛି । ପୁରୀ ବଡ ଦାଣ୍ଡର ମେଡିକାଲ ଛକରେ ଟର୍ଚ୍ଚ ରିଲେ ପହଞ୍ଚିବା ପରେ କ୍ରୀଡାବିତ ମାନେ ଏହାକୁ ସ୍ବାଗତ କରିଥିଲେ । ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ସ୍ଵାଗତ କରାଯାଇ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚି ଥିଲା ।
ଚେସ ଅଲମ୍ପିଆଡ ଟର୍ଚ୍ଚ ରିଲେକୁ ପୁରୀରେ ସ୍ୱାଗତ - ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେ
ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ଜିଲ୍ଲାରେ ଜୋରଦାର ସ୍ବାଗତ କରଯାଇଛି। ପୁରୀ ବଡ ଦାଣ୍ଡର ମେଡିକାଲ ଛକରେ ଟର୍ଚ୍ଚ ରିଲେ ପହଞ୍ଚିବା ପରେ କ୍ରୀଡାବିତ୍ ମାନେ ଏହାକୁ ସ୍ବାଗତ କରିଥିଲେ । ସେଠାରେ ଅନ୍ତର୍ଜାତୀୟ ଚେସ ଖେଳାଳୀ ପଦ୍ମିନୀ ରାଉତ ଚେସ ଅଲମ୍ପିଆଡର ଟର୍ଚ୍ଚକୁ ପୁରୀ ଅଲ ଇଣ୍ଡିଆ ଚେସ ଫେଡେରେସନର ଜଏଣ୍ଟ ସେକ୍ରେଟେରୀ ରଞ୍ଜନ ମହାନ୍ତିଙ୍କୁ ହସ୍ତାନ୍ତର କରିଥଲେ । ଅଧିକ ପଢନ୍ତୁ
ଚେସ ଅଲମ୍ପିଆଡର ଟର୍ଚ୍ଚ ରିଲେକୁ ପୁରୀରେ ସ୍ବାଗତ
ସେଠାରେ ଅନ୍ତର୍ଜାତୀୟ ଚେସ ଖେଳାଳୀ ପଦ୍ମିନୀ ରାଉତ ଚେସ ଅଲମ୍ପିଆଡର ଟର୍ଚ୍ଚକୁ ପୁରୀ ଅଲ ଇଣ୍ଡିଆ ଚେସ ଫେଡେରେସନର ଜଏଣ୍ଟ ସେକ୍ରେଟେରୀ ରଞ୍ଜନ ମହାନ୍ତିଙ୍କୁ ହସ୍ତାନ୍ତର କରିଥଲେ । ପରେ ଚଳିତ ବର୍ଷ ଚେସ ଅଲମ୍ପିଆଡରେ ଭାରତର ସଫଳତା ପଇଁ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରେ ଏହି ଟର୍ଚ୍ଚ ରିଲେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଏବଂ କୋଣାର୍କ ହୋଇ ପ୍ରତ୍ୟାବର୍ତ୍ତନ କରିବାରର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ପୁରୀ