ଓଡିଶା

odisha

ETV Bharat / city

Bahuda Yatra 2022: ଆଜି ବାହୁଡିବେ ମହାପ୍ରଭୁ, ଇସ୍କନ ମନ୍ଦିରରେ ପ୍ରସ୍ତୁତି ଜୋରଦାର - ଇସ୍କନ ମନ୍ଦିରରେ ବାହୁଡା ଯାତ୍ରା

ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମ ବେଦୀରରୁ ରତ୍ନ ବେଦିକୁ ବାହୁଡିବେ ମହାବାହୁ । ଏନେଇ ଚଳଚଞ୍ଚଳ ଭୁବନେଶ୍ବର ଇସ୍କନ ମନ୍ଦିର। ଅଧିକ ପଢନ୍ତୁ

Bahuda Yatra 2022: ଇସ୍କନ ମନ୍ଦିରରେ ବାହୁଡା ଯାତ୍ରା
Bahuda Yatra 2022: ଇସ୍କନ ମନ୍ଦିରରେ ବାହୁଡା ଯାତ୍ରା

By

Published : Jul 9, 2022, 7:42 AM IST

ଭୁବନେଶ୍ବର:ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମ ବେଦୀରରୁ ରତ୍ନ ବେଦିକୁ ବାହୁଡିବେ ମହାବାହୁ । ଏନେଇ ଚଳଚଞ୍ଚଳ ଭୁବନେଶ୍ବର ଇସ୍କନ ମନ୍ଦିର । ଆଜି ବାହୁଡା ଯାତ୍ରା ଅବସରରେ ସକାଳୁ ଆରମ୍ଭ ହୋଇଯାଇଛି ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି । ଭୋର ୪ଟାରୁ ମଙ୍ଗଳ ଆଳତୀ ଶେଷ ହେବା ପରେ ୭ଟା ୩୦ରେ ଦର୍ଶନାର୍ଥୀ ରହିଛି ।

Bahuda Yatra 2022: ଇସ୍କନ ମନ୍ଦିରରେ ବାହୁଡା ଯାତ୍ରା

ଏହାପରେ ଦିନ ୧୨ଟା ସମୟରେ ମଧ୍ୟାହ୍ନ ଭୋଗ ପରେ ଆଳତୀ କରାଯିବ । ଦିନ ୧ଟା ସମୟରେ ରଥକୁ ପହଣ୍ଡି ବିଜେ କରିବେ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ମା ସୁଭଦ୍ରା । ୨ ଟା ୩୦ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ୩ଟାରେ ବାହୁଡା ଯାତ୍ରା ଆରମ୍ଭ ହେବ । ତିନି ରଥ ଗଡିବା ପରେ ଜନ୍ମ ବେଦିରେ ଶେଷ ହେବ ମହାପ୍ରଭୁଙ୍କ ଲୀଳା ।

ABOUT THE AUTHOR

...view details