ଓଡିଶା

odisha

ETV Bharat / city

ଅଦରକାରୀ କାଗଜରୁ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ - ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ଅଦରକାରୀ କାଗଜରୁ ନିଆରା କଳାକୃତି । ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶକୁ କାଗଜରୁ ତିଆରି କରିଛନ୍ତି ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ । ଅଧିକ ପଢନ୍ତୁ....

ଅଦରକାରୀ କାଗଜରୁ ନିଆରା କଳାକୃତି
ଅଦରକାରୀ କାଗଜରୁ ନିଆରା କଳାକୃତି

By

Published : Feb 12, 2021, 6:58 PM IST

ପୁରୀ : ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ପୁଣିଥରେ ଅଦରକାରୀ କାଗଜରେ କଳାକୃତି କରିଛନ୍ତି। ଏଥର ସେ ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ କରିଛନ୍ତି। ସ୍ଥାନୀୟ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ମୂର୍ତ୍ତିକୁ ଗଢିବା ପାଇଁ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି।

ଅଦରକାରୀ କାଗଜରୁ ନିଆରା କଳାକୃତି

ଏହି ମୂର୍ତ୍ତିକୁ ଗଢିବା ପାଇଁ ୪ଘଣ୍ଟା ସମୟ ଲାଗିଛି। ରଙ୍ଗୀନ କଲର, ମଇଦା, ଜରି, ଅଠା ଇତ୍ୟାଦିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଯାହାର ଉଚ୍ଚତା ପ୍ରାୟ ୨୦ ଇଞ୍ଚ ଏବଂ ଓସାର ୯ଇଞ୍ଚ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details