ପୁରୀ: ଶ୍ରୀମନ୍ଦିରରେ ଏଏସଆଇର ବୈଷୟିକ ଟିମ୍ । 5 ଜଣିଆ ଇଞ୍ଜିନିୟରିଂ ଟିମ୍ ଆଜି ଶ୍ରୀମନ୍ଦିର ଭିତରେ ଆଲୋକୀକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଶ୍ରୀମନ୍ଦିରରେ ASI ଟିମ୍ - ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା
ଶ୍ରୀମନ୍ଦିରରେ ASI (Archaeological survey of india) ର ବୈଷୟିକ ଟିମ । ଭିତର ଆଲୋକୀକରଣ ବ୍ୟବସ୍ଥାର ଅନୁଧ୍ୟାନ । ଅଧିକ ପଢ଼ନ୍ତୁ...
ଶ୍ରୀମନ୍ଦିରରେ ASI ଟିମ୍
ASI (Archaeological survey of india) ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ସିଙ୍ଗଲ ଟାଇପ ବଲବ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିବ। ରଥଯାତ୍ରା ପୂର୍ବରୁ ସିଙ୍ଗଲ ଫେଜ ବିଦ୍ୟୁତକରଣ ହେବ। ଜୁଲାଇ 4 କିମ୍ବା 5 ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ରଥଯାତ୍ରା ପୂର୍ବରୁ ସରିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏକ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ