ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ASI ଟିମ୍‌

ଶ୍ରୀମନ୍ଦିରରେ ASI (Archaeological survey of india) ର ବୈଷୟିକ ଟିମ । ଭିତର ଆଲୋକୀକରଣ ବ୍ୟବସ୍ଥାର ଅନୁଧ୍ୟାନ । ଅଧିକ ପଢ଼ନ୍ତୁ...

By

Published : Jun 15, 2021, 4:16 PM IST

Archaeological survey of india,  interior lighting system, puri Sri mandira, ଶ୍ରୀମନ୍ଦିରରେ ASI, ASI, ଶ୍ରୀମନ୍ଦିର ଆଲୋକୀକରଣ ବ୍ୟବସ୍ଥା, ଏଏସଆଇ
ଶ୍ରୀମନ୍ଦିରରେ ASI ଟିମ୍‌

ପୁରୀ: ଶ୍ରୀମନ୍ଦିରରେ ଏଏସଆଇର ବୈଷୟିକ ଟିମ୍‌ । 5 ଜଣିଆ ଇଞ୍ଜିନିୟରିଂ ଟିମ୍‌ ଆଜି ଶ୍ରୀମନ୍ଦିର ଭିତରେ ଆଲୋକୀକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ASI (Archaeological survey of india) ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ସିଙ୍ଗଲ ଟାଇପ ବଲବ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିବ। ରଥଯାତ୍ରା ପୂର୍ବରୁ ସିଙ୍ଗଲ ଫେଜ ବିଦ୍ୟୁତକରଣ ହେବ। ଜୁଲାଇ 4 କିମ୍ବା 5 ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ରଥଯାତ୍ରା ପୂର୍ବରୁ ସରିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏକ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details