ଓଡିଶା

odisha

ETV Bharat / city

ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ - କୋରୋନା ଅପଡେଟ

ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖା 1648ରେ ପହଞ୍ଚିଥିବାବେଳେ ଶନିବାର ପର୍ଯ୍ୟନ୍ତ କୋଭିଡରେ 8 ଜଣ ପ୍ରାଣ ହରାଇଛନ୍ତି। ଅଧିକ ପଢନ୍ତୁ...

ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ
ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ

By

Published : Aug 15, 2020, 9:46 PM IST

ପୁରୀ: ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖା 1648ରେ ପହଞ୍ଚିଥିବାବେଳେ ଶନିବାର ପର୍ଯ୍ୟନ୍ତ କୋଭିଡରେ 8 ଜଣ ପ୍ରାଣ ହରାଇଛନ୍ତି। ସେହିପରି ବର୍ତ୍ତମାନ 672ଟି ଆକ୍ଟିଭ କେସ ରହିଥିବାବେଳେ 965 ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ

ଜିଲ୍ଲାରେ 37 ହଜାର 343ଟି କୋଭିଡ ସାମ୍ପୁଲ ଟେଷ୍ଟ ହୋଇଥିବାବେଳେ 58.55 ପ୍ରତିଶତ ଅରୋଗ୍ୟ ହାର ରହିଛି । 66ଟି କଣ୍ଟେନମେଣ୍ଟ ଜୋନ ଥିବାବେଳେ ପୁରୀ ପୌରପାଳିକା ଅଞ୍ଚଳରେ ଜିଲ୍ଲାର ସର୍ବାଧିକ ସଂକ୍ରମିତ 538 ଜଣ ରହିଛନ୍ତି । ଅନ୍ୟପଟେ କୋଭିଡ ସଂକ୍ରମଣ ବଢୁଥିବାବେଳେ ଲୋକମାନେ ଏ ନେଇ ସତର୍କ ଓ ସଚେତନ ହେବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀ ଜିଲ୍ଲାରେ 93 ନୂଆ କୋରୋନା ପଜିଟିଭ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details