ଓଡିଶା

odisha

ETV Bharat / city

ପୁରୀ ସମୂଦ୍ର କୂଳରେ ଲାଗିଲା 30 ଫୁଟର ମୃତ ତିମି - 30 fit whale dead body found in puri sea beach

କୃଷ୍ଣ ପ୍ରସାଦ ବ୍ଲକ ସାନ ପାଟଣା ମୁହାଣ ନିକଟରେ ଗୁରୁବାର ସକାଳୁ ଏକ 30 ଫୁଟର ତିମି ମାଛ ଭାସିଆସି ଲାଗିଛି । ଅଧିକ ପଢନ୍ତୁ...

dead body
dead body

By

Published : Jan 30, 2020, 10:22 PM IST

ପୁରୀ: ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକ ସାନ ପାଟଣା ମୁହାଣ ନିକଟରେ ଆଜି(ଗୁରୁବାର) ଏକ ବିଶାଳ ମୃତ ତିମି ମାଛ ଲାଗିଛି। ତିମି ମାଛଟି ସକାଳୁ ଭାସିଆସି ଲାଗିଥିବା ଜଣାପଡିଛି। ଏହାର ଲମ୍ବ 30 ଫୁଟ ରହିଛି।

ପୁରୀ ସମୂଦ୍ର କୂଳରେ ଲାଗିଲା 30 ଫୁଟର ମୃତ ତିମି ମାଛ

ତେବେ କେଉଁ କାରଣରୁ ତିମି ମାଛର ମୃତ୍ୟ ହୋଇଛି ତାହା ଜଣାପଡି ନଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details