ବ୍ରହ୍ମଗିରି: ବ୍ରହ୍ମଗିରି ପାଲଟିଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଚତୁର୍ଦ୍ଧା ମୂର୍ତ୍ତୀ କାଳିଆ ସାଆନ୍ତ 108 ସୁବାସିତ ଜଳରେ ସ୍ନାନ କରି 15 ଦିନ ପାଇଁ ଏବେ ଜ୍ଵରରେ ପୀଡିତ । ସେହି ସମୟରେ ଅଲାରନାଥଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିବା ପାଇଁ ବ୍ରହ୍ମଗିରି ଛୁଟି ଆସନ୍ତି ଭକ୍ତ ମାନେ। କିନ୍ତୁ ଚଳିତ ବର୍ଷ ଏଠାରେ ଦେଖାଦେଇଛି କିଛି ବ୍ୟତିକ୍ରମ ।
ଅଲାରନାଥ ମନ୍ଦିରରେ 144 ଧାରା ଲାଗୁ, ଖାଁ ଖାଁ ପୀଠ - ଅଲାରନାଥ
ଚତୁର୍ଦ୍ଧା ମୂର୍ତ୍ତୀ କାଳିଆ ସାଆନ୍ତ 108 ସୁବାସିତ ଜଳରେ ସ୍ନାନ କରି 15 ଦିନ ପାଇଁ ଏବେ ଜ୍ଵରରେ ପୀଡିତ । ସେହି ସମୟରେ ଅଲାରନାଥଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିବା ପାଇଁ ବ୍ରହ୍ମଗିରି ଛୁଟି ଆସନ୍ତି ଭକ୍ତ ମାନେ। କିନ୍ତୁ ଚଳିତ ବର୍ଷ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । କୋରୋନା କୁ ଦୃଷ୍ଟିରେ ରଖି ଅଲାରନାଥରେ ଲାଗିଛି ଧାରା 144 ।

ଅଲାରନାଥ ମନ୍ଦିରରେ 144 ଧାରା ଲାଗୁ, ଖାଁ ଖାଁ ପୀଠ
ଅଲାରନାଥ ମନ୍ଦିରରେ 144 ଧାରା ଲାଗୁ, ଖାଁ ଖାଁ ପୀଠ
କୋରୋନା କବଳରେ ଆଜି ବିଶ୍ବ ନିୟତା । ଏଠି ଜାରି ହୋଇଛି 144 ଧାରା । ମନ୍ଦିର ଚତୁଃପାର୍ଶ୍ବ ପାଇଁତରା ମାରୁଛନ୍ତି ପୋଲିସ । ବିନା ଭକ୍ତରେ ଖାଁ ଖାଁ ଲାଗୁଛି ପୀଠ । ଅଲାରନାଥଙ୍କ ପ୍ରିୟ ଖିରି ଭୋଗରୁ ବଞ୍ଚିତ ଶ୍ରଦ୍ଧାଳୁ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ
Last Updated : Jun 6, 2020, 9:07 AM IST