ଓଡିଶା

odisha

ETV Bharat / city

ସାବଧାନ ! ଫାଷ୍ଟ ଫୁଡ, ମୃଦୁପାନୀୟ ସେବନ କଲେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପାରନ୍ତି - ମଧୁମେହରୁ କିପରି ପାଇବେ ମୁକ୍ତି

ଆଜି ବିଶ୍ବ ମଧୁମେହ ଦିବସ । ଏହି ରୋଗରୁ କିପରି ମୁକ୍ତି ପାଇବେ ସେନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ...

ମଧୁମେହ ରୋଗରୁ କିପରି ପାଇବେ ମୁକ୍ତି
ମଧୁମେହ ରୋଗରୁ କିପରି ପାଇବେ ମୁକ୍ତି

By

Published : Nov 14, 2020, 6:25 PM IST

କଟକ: ଆଜି ହେଉଛି ବିଶ୍ବ ମଧୁମେହ ଦିବସ । ଏହି ରୋଗରୁ କିପରି ମୁକ୍ତି ପାଇବେ ସେନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ।

ମଧୁମେହ ରୋଗରୁ କିପରି ପାଇବେ ମୁକ୍ତି

ମଧୁମେହ ରୋଗ ଦିନକୁ ଦିନ କାୟବିସ୍ତାର କରୁଛି । ସହରାଞ୍ଚଳରେ ୧୦ ରୁ ୧୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୮ ରୁ ୧୦ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କୋରୋନା ସମୟରେ ଏହା ଆହୁରି ଚିନ୍ତା ବଢ଼ାଇଛି । ଖାଦ୍ୟ ଅଭାବରୁ ଆଉ ଚିକିତ୍ସା ଅଭାବରୁ ଏହି ସମସ୍ୟା ଦେଖାଯାଇଛି ।

କମ ବୟସର ପିଲାମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବ୍ୟାୟାମ ନକରିବା ମଧ୍ୟ ଏହା ଏକ ପ୍ରକାର ସମସ୍ୟା ବୋଲି ଡାକ୍ତର କହିଛନ୍ତି । ସେହିପରି ଫାଷ୍ଟଫୁଡ଼ ଖାଇବା ଏବଂ ମୃଦୁ ପାନୀୟ ସେବନ କରିବା ଦ୍ବାରା କମ ବୟସ ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାଦ୍ବାରା କିପରି ନିଜକୁ ରକ୍ଷା କରିବେ ସେନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details