ଓଡିଶା

odisha

ETV Bharat / city

ବିନା ହେଲମେଟରେ ଚାଲୁନି ଗାଡି - କଟକ ବିନା ହେଲମେଟରେ ଚାଲୁନି ଗାଡି

ଆଜିଠାରୁ ଆରମ୍ଭ ହୋଇଥିବା ହେଲମେଟ ଚେକିଂ ନିୟମକୁ କଡାକଡି ଭାବେ ପାଳନ କରୁଛନ୍ତି ଗାଡି ଚାଳକ। ଅଧିକ ପଢନ୍ତୁ...

କଟକ ବିନା ହେଲମେଟରେ ଚାଲୁନି ଗାଡି
କଟକ ବିନା ହେଲମେଟରେ ଚାଲୁନି ଗାଡି

By

Published : Jan 1, 2021, 4:38 PM IST

କଟକ: ଆଜି(ଶୁକ୍ରବାର) ଠାରୁ କଡ଼ାକଡି ହୋଇଛି ହେଲମେଟ ଚେକିଂ ବ୍ୟବସ୍ଥା । କଟକ ସହରର ସବୁ ଛକରେ ମୁତୟନ ହୋଇଛନ୍ତି କମିଶନରେଟ ପୋଲିସ । ପ୍ରତ୍ୟକ ଗାଡି ଚାଳକଙ୍କୁ ହେଲମେଟ ସମ୍ପର୍କରେ ବୁଝାଇବା ସହ ଡ଼ବଲ ହେଲମେଟ ପରିଧାନ ପାଇଁ ପରାମର୍ଶ ଦେଉଛନ୍ତି କମିଶନରେଟ ପୋଲିସ ।

କଟକ ବିନା ହେଲମେଟରେ ଚାଲୁନି ଗାଡି
ଏହି ପରିପ୍ରେକ୍ଷୀରେ ଯେଉଁ ଚାଳକ ରାଜ ରାସ୍ତାରେ ନଜର ଆସୁଛନ୍ତି ସମସ୍ତଙ୍କ ମୁଣ୍ଡରେ ରହିଛି ହେଲମେଟ । ଯେଉଁ ବାଇକରେ ଦୁଇ ଜଣ ହେଲମେଟ ପରିଧାନ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି ଟ୍ରାଫିକ ପୋଲିସ । ତେବେ ଏହି ପ୍ରକ୍ରିୟାକୁ ବେଶ ସ୍ୱାଗତ ଜଣାଇଛନ୍ତି ଗାଡି ଚାଳକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details