କଟକ: ସିଲଭର ସିଟିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଜିଲ୍ଲାରେ 168 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଜିଲ୍ଲାରେ ସଦ୍ୟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 32 ଜଣ ଓ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ 67 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି 69ଟି ସ୍ଥାନୀୟ ସଂକ୍ରମଣର ମାମଲା ମଧ୍ୟ ଚିହ୍ନଟ ହୋଇଛି ।
କଟକରେ 168 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 12577 - କଟକ ଲାଟେଷ୍ଟ ନ୍ୟୁଜ୍
ସିଲଭର ସିଟିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଜିଲ୍ଲାରେ 168 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏଯାବତ୍ କଟକ ମହାନଗର ନିଗମ ଅଞ୍ଚଳରୁ 12 ହଜାର 577 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 10 ହଜାର 256 ଜଣ ।
![କଟକରେ 168 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 12577 cuttack latest news, corona update in cuttack, covid cases in cuttack, କଟକରେ କୋରୋନା ସଂକ୍ରମଣ, କଟକ ଲାଟେଷ୍ଟ ନ୍ୟୁଜ୍, କଟକରେ କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/768-512-9041939-380-9041939-1601779655087.jpg)
କଟକରେ 168 ନୂଆ କୋରୋନା ମାମଲା ଚିହ୍ନଟ, ମୋଟ ସଂଖ୍ୟା 12, 500 ପାର
ଏହାକୁ ମିଶାଇ ଏଯାବତ୍ କଟକ ମହାନଗର ନିଗମ ଅଞ୍ଚଳରୁ 12 ହଜାର 577 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 10 ହଜାର 256 ଜଣ । ସେପଟେ ସହରରେ ମୃତ୍ୟୁ ସଂଖ୍ୟା 51କୁ ବୃଦ୍ଧି ପାଇଥିବା ବେଳେ 2270ଟି ସକ୍ରିୟ ମାମଲା ରହିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ