କଟକ:ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି ।
ସେହିଭଳି ମଧ୍ୟ ହସ୍ପିଟାଲରେ କମ ରୋଗୀ ଭର୍ତ୍ତି ହେଉଛନ୍ତି । ଏପରି ସ୍ଥିତିକୁ ଅଣଦେଖା କରିବା ଅନୁଚିତ୍ । ଏଥିସହ 3ୟ ଲହରକୁ ହାଲକା ଭାବରେ ନେବା ଠିକ୍ ନୁହେଁ ।