କଟକ: ଭିଜିଲାନ୍ସ ଜାଲରେ କଟକ OSAP ସିପାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେଵ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼ (Cuttack Vigilance Raid)। ରେଡ଼ ସମୟରେ 2ଲକ୍ଷ 94 ହରାଜ 600 ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍।
Vigilance Raid: OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ 2 ଲକ୍ଷ ଜବତ, ନାଁରେ ଅଛି 4 ଫ୍ଲାଟ - କଟକ ଓଏସଏପି ସିପାହୀ
ଭିଜିଲାନ୍ସ ଜାଲରେ କଟକ OSAP ସିପାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେଵ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼ (Cuttack Vigilance Raid)। ଅଧିକ ପଢନ୍ତୁ
Vigilance Raid: ଭିଜିଲାନ୍ସ ଜାଲରେ କଟକ OSAP ସିପାହୀ
4 ଟି ଫ୍ଲାଟ, 4ଟି ଦୁଇ ଚକିଆ ଯାନ, ସୁନାରୁପା ଜବତ କରାଯାଇଛି । ସେହିପରି 17 ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଭିଜିଲାନ୍ସ। କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ଏବେ ରେଡ଼ ଜାରି ରହିଛି ।
କଟକୁ ନାରାୟଣ ସାହୁ, ଇଟିଭି ଭାରତ