ଓଡିଶା

odisha

ETV Bharat / city

ପଞ୍ଚଭୂତରେ ବିଲୀନ ଦେବାଶିଷ ପାଣିଗ୍ରାହୀ - ଦେବାଶିଷ ପାଣିଗ୍ରାହୀଙ୍କ ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ ପାଣିଗ୍ରାହୀ
ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ ପାଣିଗ୍ରାହୀ

By

Published : Jun 19, 2021, 3:50 PM IST

କଟକ: ପଞ୍ଚଭୂତରେ ବିଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଶେଷ ମର୍ଯ୍ୟାଦା ସହ କଟକ ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ପଞ୍ଚଭୂତରେ ବିଲୀନ ହେଲେ ଦେବାଶିଷ ପାଣିଗ୍ରାହୀ

ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଓଡିଶା ପୋଲିସ ପାଇଁ ତାଙ୍କର ଯେଉଁ ଅବଦାନ ଥିଲା ତାହାକୁ ସର୍ବଦା ଓଡିଶା ପୋଲିସ ମନେରଖିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details