କଟକ: ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା । କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଉଭୟ ପକ୍ଷ ରଖିଛନ୍ତି । ପରସ୍ପର ମଧ୍ୟରେ ବୁଝାମଣା ପାଇଁ ବର୍ଷା କୋର୍ଟରେ ହାଜର ହୋଇଥିବା ଜଣାପଡିଛି ।
ପୁଣି ଫ୍ୟାମିଲି କୋର୍ଟରେ ହଜାର ହେଲେ ବର୍ଷା-ଅନୁଭବ
କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଅଧିକ ପଢନ୍ତୁ...
ପୁଣି ଫ୍ୟାମିଲି କୋର୍ଟରେ ହଜାର ହେଲେ ବର୍ଷା-ଅନୁଭବ
ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ଜଣାପଡିଛି । ପୂର୍ବରୁ ଗତ 9 ତାରିଖରେ ଉଭୟ ପତି-ପତ୍ନୀ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ଆଜି ସେମାନେ ପୁନର୍ବାର ହଜାର ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Jul 14, 2021, 7:51 PM IST