କଟକ: ମୁଣ୍ଡୁଳୀ ବ୍ୟାରେଜର ଏକ ଅଜଣା ମୃତଦେହ ଠାବ । ମୃତଦେହକୁ ନେଇ ଜାରି ରହିଛି ସସପେନ୍ସ । କିଏ ସେ ବ୍ୟକ୍ତି ? କେଉଁଠୁ ଆସିଲା ମୃତଦେହ ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା ।
ମୁଣ୍ଡୁଳୀ ବ୍ୟାରେଜରୁ ଅଜଣା ମୃତଦେହ ଉଦ୍ଧାର - ମୁଣ୍ଡୁଳୀ ବ୍ୟାରେଜ
କଟକ ମୁଣ୍ଡୁଳୀ ବ୍ୟାରେଜର ଏକ ଅଜଣା ମୃତଦେହ ଠାବ । ମୃତଦେହକୁ ନେଇ ଜାରି ରହିଛି ସସପେନ୍ସ । ଅଧିକ ଖବର ପଢନ୍ତୁ...
ମୁଣ୍ଡୁଳୀ ବ୍ୟାରେଜରୁ ଏକ ଅଜଣା ମୃତଦେହ ଠାବ
ମୁଣ୍ଡୁଳୀ ବ୍ୟାରେଜରୁ ଏକ ଅଜଣା ମୃତଦେହ ଠାବ
ସୂଚନାନୁସାରେ ଆଜି ସକାଳ ସମୟରେ କିଛି ଲୋକ ପ୍ରଥମେ ଏଜି ମୃତଦେହ ସମ୍ପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ। ମୃତଦେହଟି ପାଣି ଭିତରେ ବ୍ୟାରେଜ ଗେଟରେ ଲାଗି ରହିଥିବା ଦେଖିବାକୁ ମିଳିଛି। ଏହାପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ