ଓଡିଶା

odisha

By

Published : Aug 1, 2022, 7:40 AM IST

ETV Bharat / city

ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର, ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ସେ ଦୀର୍ଘ ୨ ମାସ ହେବ ଅଣ୍ଟା ଜନିତ ରୋଗରେ ପୀଡିତ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା
ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା

କଟକ:ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ସେ ଦୀର୍ଘ ୨ ମାସ ହେବ ଅଣ୍ଟା ଜନିତ ରୋଗରେ ପୀଡିତ ଅଛନ୍ତି । ମେଡିକାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ମହାନ୍ତିଙ୍କ ଠାରୁ ପ୍ରକାଶଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ପୂର୍ବତନ ସାଲେପୁର ବିଧାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପଚାରି ବୁଝିଲେ ସ୍ବାସ୍ଥ୍ୟବସ୍ଥା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ଗସ୍ତ କରିଛନ୍ତି । ଆସନ୍ତା 8 ତାରିଖରେ ଏକ ଘରୋଇ ଖବର କାଗଜର ୭୫ ବର୍ଷ ପୂର୍ତ୍ତୀ ଅବସର ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗେ ଦେବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ହେବାକୁ ଥିବା ଏ କାର୍ଯ୍ୟକ୍ରମର ଆଜି ସ୍ଥିତି ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର । ଶାହାଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଯେପରି କୈଣସି ସମସ୍ୟା ନ ଉପୁଜିବ ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

TAGGED:

cuttack news

ABOUT THE AUTHOR

...view details